11
ପାର୍ତ୍ନା କଃର୍ତାର୍ ଜିସୁର୍ ସିକ୍ୟା
(ମାତି ୬:୯-୧୩; ୭:୭-୧୧)
1 ଗଟ୍ତର୍ ଜିସୁ କୁୟ୍ ଗଟ୍ ଟାଣେ ପାର୍ତ୍ନା କଃର୍ତିରିଲା, ସେ ପାର୍ତ୍ନା ସଃରାୟ୍ଲାକ୍, ତାର୍ ଚେଲାମଃନାର୍ ବିତ୍ରେ ଗଟ୍ଲକ୍ କୟ୍ଲା, “ଏ ମାପ୍ରୁ ବାପ୍ତିସମ୍ ଦେତା ଜହନ୍ ଜଃନ୍କଃରି ଅଃହ୍ଣାର୍ ଚେଲାମଃନ୍କେ ପାର୍ତ୍ନା କଃରୁକେ ସିକାୟ୍ଲା, ସେନ୍କଃରି ଅଃମିମଃନ୍କ୍ ପାର୍ତ୍ନା କଃରୁକେ ସିକାଉ ।”
2 ଇତାକ୍ ସେ ସେମଃନ୍କେ କୟ୍ଲା, “ଜଃଡେବଃଳ୍ ତୁମିମଃନ୍ ପାର୍ତ୍ନା କଃରାସ୍, ସଃଡେବଃଳ୍ କଃଉଆ,
ଏ ଅଃମାର୍ ଉବା,
ତର୍ ନାଉଁ ପବିତ୍ର ବଃଲି ମାନ୍ତି ଅଃଉଅ,
ତର୍ ରାଇଜ୍ ଆସ ।
3 ହଃତି ଦିନ୍ ଅଃମାର୍ ଲଳା ରିଲା କାଦି ଦେ ।
4 ଅଃମାର୍ ହାହ୍ ସଃର୍ନେ କେମା କଃର୍,
କାୟ୍ତାକ୍ବଃଲେକ୍ ଅଃମିମଃନ୍ ହେଁ ଅଃହ୍ଣା ଅଃହ୍ଣାର୍ ସଃବୁ ଦସିମଃନ୍କେ କେମା କଃରୁଲୁ,
ପରିକ୍ୟାୟ୍ ଅଃମିମଃନ୍କ୍ ଆଣ୍ନାୟ୍ ।”
5 ଆର୍ ଜିସୁ ତାର୍ ଚେଲାମଃନ୍କେ କୟ୍ଲା, “ତୁମିମଃନ୍କାର୍ କାର୍ ଅଃନ୍କାର୍ ମିତ୍ର ଆଚେ କି, ଜାର୍ ଚଃମେ ମଃଜାରାତି ସେ ଜାୟ୍ କୟ୍ଦ୍, ଏ ମାପ୍ରୁସାଦ୍ ମକେ ତିନିଗଟ୍ ରୁଟି ଉଦାର୍ ଦେ,
6 କାୟ୍ତାକ୍ବଃଲେକ୍ ମର୍ ଗଟେକ୍ ମିତ୍ର ଗତ୍ ଆସି ଆଚେ, ତାକ୍ କାଉଁକେ ଦେଉଁକେ ମର୍ ଟାଣେ କାୟ୍ରି ହେଁ ନାୟ୍ ।
7 ଆର୍ ସେ ଗଃର୍ ବିତ୍ରେହୁଣି ଅଃନ୍କଃରି କୟ୍ଦ୍ ମକେ କଃସ୍ଟ୍ ଦେନାୟ୍, ଦୁଆର୍ ଡାହ୍ଲୁବେ, ଆର୍ ମର୍ ହିଲାମଃନ୍ ମର୍ ସଃଙ୍ଗ୍ ସଇ ଆଚ୍ତି, ମୁଁୟ୍ ଉଟି ତକେ ଦେଉଁକେ ନାହାରି ।
8 ମୁଁୟ୍ ତୁମିମଃନ୍କେ କଃଉଁଲେ, ସେ ତାର୍ ମିତ୍ର ଅୟ୍ରିଲାକ୍ ହେଁ ଉଟି ନଃଦେୟ୍, ଅୟ୍ଲେକ୍ ହେଁ ସେ ଲାଜ୍ ନଃୟ୍କଃରି ତର୍କେ ତର୍ ମାଗ୍ତି ରିଲାକ୍, ସେ ଉଟି ତାର୍ ଜଃତେକ୍ ଲଳା ସଃତେକ୍ ଦଃୟ୍ଦ୍ ।”
9 “ମୁଁୟ୍ ହେଁ ତୁମିମଃନ୍କେ କଃଉଁଲେ, ମାଗା ତୁମିମଃନ୍କେ ଦିଆ ଅୟ୍ଦ୍, ଲଳା ମିଳାଉଆସ୍, କଃହାଟେ ମାରା ତୁମିମଃନାର୍ ଗିନେ ମେଲା ଅୟ୍ଦ୍ ।
10 କାୟ୍ତାକ୍ବଃଲେକ୍ ଜେ ମାଗେଦ୍ ସେ ହାୟ୍ଦ୍, ଜେ ଲଳେଦ୍ ସେ ମିଳାୟ୍ଦ୍, ଆର୍ ଜେ କଃହାଟେ ମାରେଦ୍ ତାର୍ ଗିନେ କଃହାଟ୍ ଉଗାଳି ଦିଆ ଅୟ୍ଦ୍ ।
11 ଆର୍ ତୁମିମଃନାର୍ ବିତ୍ରେ ଅଃନ୍କାର୍ ଉବାସି କେ ଆଚେ, ଜାକେ ତାର୍ ହୟ୍ସି ମାଚ୍ ମାଗ୍ଲେକ୍ ସେ ତାକେ ମାଚ୍ ବାଦୁଲେ ସାହ୍ ଦଃୟ୍ଦ୍ ?
12 ଆର୍ ଡିମ୍ ମାଗ୍ଲେକ୍, ତାକ୍ କାୟ୍ ମିଚକାକ୍ଳା ଦଃୟ୍ଦ୍ ?
13 ଇତାକ୍ ତୁମିମଃନ୍ କଃରାବ୍ ଅୟ୍ଲେକ୍ ହେଁ, ଜଃବେ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ନିକ ନିକ ଦାନ୍ ଦେଉଁକେ ଜାଣାସ୍, ତଃବେ ଜୁୟ୍ ଉବା ସଃର୍ଗେହୁଣି ଦାନ୍ କଃରେଦ୍, ସେ ତାର୍ ଚଃମେ ମାଗ୍ତା ଲକ୍ମଃନ୍କେ କଃତେକ୍ ଅଃଦିକ୍ ପବିତ୍ର ଆତ୍ମା ନଃଦେୟ୍ ।”
ଜିସୁ ଆର୍ ବାଲ୍ଜିବୁଲ୍
(ମାତି ୧୨:୨୨-୩୦; ମାର୍କ ୩:୨୦-୨୭)
14 ଗଟ୍ତର୍ ଜିସୁ ଗଟେକ୍ ବୁତ୍ ଚାଡାଉତି ରିଲା, ସେରି ଗୁଲା ବୁତ୍; ବୁତ୍ ବାରାୟ୍ ଗଃଲା ହଃଚେ ଗୁଲା ଲକ୍ କଃତା କୟ୍ଲା, ସେତାକ୍ ଲକ୍ମଃନ୍ କାବା ଅୟ୍ଲାୟ୍ ।
15 ମଃତର୍ ସେମଃନାର୍ ବିତ୍ରେ କେ କେ କୟ୍ଲାୟ୍, “ଜିସୁ ଦୁତ୍ମଃନାର୍ ମୁଳିକା ବାଲ୍ଜିବୁଲ୍କେ ଦଃରି ବୁତ୍ମଃନ୍କେ ଚାଡାଉଁଲା ।”
16 ବିନ୍ ଲକ୍ମଃନ୍ ତାକେ ହାନ୍ଦାୟ୍ ହଃକାଉଁକ୍ ମଃନ୍ କଃର୍ତି ରିଲାୟ୍, ଇତାର୍ ଗିନେ ଇସ୍ୱର୍ ଜେ ତାର୍ ସଃଙ୍ଗେ ଆଚେ, ଇତିର୍ ଚିନ୍ ହଃର୍କାରେ ଅଃଗାସ୍ ଉହ୍ରେ ଗଟେକ୍ ଚିନ୍ ଦଃକାଉଁକ୍ କୟ୍ଲାୟ୍ ।
17 ମଃତର୍ ଜିସୁ ସେମଃନାର୍ ମଃନାର୍ କଃତା ଜାଣି କୟ୍ଲା, “ଜୁୟ୍ ରାଇଜ୍ ହେଁ ବାଗ୍ ଅୟ୍ ଅଃହ୍ଣାର୍ ବିରଦେ ଉଟ୍ଲେକ୍, ସେ ନାସ୍ ଅୟ୍ ଜାୟ୍ଦ୍, ଆରେକ୍ ଗଟେକ୍ ଗଃର୍ ଦୁୟ୍ ବାଗ୍ ଅୟ୍ଲେକ୍ ସେରି ନାସ୍ ଅୟ୍ଦ୍ ।
18 ଆର୍ ସୟ୍ତାନ୍ ହେଁ ଜଦି ବାଗ୍ ଅୟ୍ ଅଃହ୍ଣାର୍ ବିରଦେ ଉଟ୍ଲିନି, ସେନ୍ ଅୟ୍ଲେକ୍ ତାର୍ ରାଇଜ୍ କଃନ୍କଃରି ତିର୍ ଅୟ୍ ରଃୟ୍ଦ୍ ? ମୁଁୟ୍ ବାଲ୍ଜିବୁଲ୍କେ ଦଃରି ବୁତ୍ମଃନ୍କେ ଚାଡାଉଁଲେ ବଃଲି ତୁମିମଃନ୍ ତ କଃଉଁଲାସ୍ ।
19 ମଃତର୍ ମୁଁୟ୍ ଜଃବେ ବାଲ୍ଜିବୁଲ୍କେ ଦଃରି ବୁତ୍ମଃନ୍କେ ଚାଡାଉଁଲେ, ତଃବେ ତୁମାର୍ ହୟ୍ଦିମଃନ୍ କାକେ ଦଃରି ବୁତ୍ମଃନ୍କେ ଚାଡାଉଁଲାୟ୍ ? ଇତାକ୍ ସେମଃନ୍ ହଃକା ତୁମାର୍ ବିଚାର୍ କଃର୍ତି ।
20 ମଃତର୍ ମୁଁୟ୍ ଜଦି ଇସ୍ୱରାର୍ ସଃକ୍ତିୟେ ବୁତ୍ମଃନ୍କେ ଚାଡାଉଁଲେ, ଇରି ଜାଣାହଃଳୁଲି ଜେ, ଇସ୍ୱରାର୍ ରାଇଜ୍ ତୁମାର୍ ଚଃମେ ଆଚେ ।”
21 “ସଃକ୍ତିମାନ୍ ଲକ୍ ଜୁୟ୍ ହଃତେକ୍ ଅଃତ୍ୟାର୍ ସଃଙ୍ଗ୍ ଅଃହ୍ଣାର୍ ଗଃର୍ ବାଚାୟ୍ଦ୍, ସେ ହଃତେକ୍ ତାର୍ ଦଃନ୍ ବିତ୍ ତିର୍ ରଃୟ୍ଦ୍ ।
22 ମଃତର୍ ଜଃଡେବଃଳ୍ ତାର୍ ତଃୟ୍ହୁଣି ଅଃଦିକ୍ ବଃଳ୍ଉଆ ଲକ୍ ତାକେ ମାଡି ବଃସେଦ୍ ଆର୍ ଜିଣେଦ୍ ସଃଡେବଃଳ୍ ଜୁୟ୍ ଅଃତ୍ୟାର୍ ଉହ୍ରେ ତାର୍ ଆସ୍ର ରିଲି, ସେରି ସଃବୁ ସେ ଜିକି ନଃୟ୍ଦ୍, ଆର୍ ତାର୍ ଦଃନ୍ବିତ୍ ହେଁ ଚରି ନଃୟ୍ଦ୍ ।”
23 “ଜେ ମର୍ ସଃଙ୍ଗାର୍ ନାୟ୍, ସେ ମର୍ ବିରଦି, ଆରେକ୍ ଜେ ମର୍ ସଃଙ୍ଗ୍ ନଃରୁଣ୍ଡାୟ୍, ସେ ଜଃତ୍କଃତ୍ କଃରେଦ୍ ।”
ବୁତ୍ ଲେଉଟି ଆସ୍ତାର୍
(ମାତି ୧୨:୪୩-୪୫)
24 “ବିଟାଳ୍ ଆତ୍ମା ଗଟ୍ଲକାର୍ ତଃୟ୍ହୁଣି ବାରାୟ୍ ଗଃଲା ହଃଚେ, ହାଣି ନୟ୍ଲା ଜଃଗା ସଃବୁ ବୁଲିକଃରି ବିସାଉଁକ୍ ଟାଣ୍ ଲଳେଦ୍, ଆର୍ ସେରି ନଃମିଳ୍ଲେକ୍, ସେ କୟ୍ଦ୍, ମୁଁୟ୍ ଜୁୟ୍ ଗଃରେହୁଣି ବାରାୟ୍ ଆସିରିଲେ, ମର୍ ସେ ଗଃରେ ଲେଉଟି ଜାୟ୍ନ୍ଦ୍ ।
25 ଆରେକ୍ ସେଗଃରେ ଆସି ସେରି ନିର୍ମୁଳ୍ ଅୟ୍ ସୁନ୍ଦୁର୍ ଅୟ୍ରିଲାର୍ ଦଃକେଦ୍ ।
26 ସଃଡେବଃଳ୍ ସେ ଜାୟ୍ ଅଃହ୍ଣାର୍ ତଃୟ୍ହୁଣି ଅଃଦିକ୍ ଦୁସ୍ଟ୍ ଆରେକ୍ ସାତ୍ ଗଟ୍ ଆତ୍ମା ସଃଙ୍ଗେ ଦଃରି ଆସେଦ୍ ଆର୍ ସେମଃନ୍ ଆସି ସେତି ବାସା କଃର୍ତି ଆର୍ ସେଲକାର୍ ହଃର୍ତୁର୍ ଦଃସା ତଃୟ୍ହୁଣି ସେସ୍ ଦଃସା ଅଃଦିକ୍ କଃରାବ୍ ଅୟ୍ଦ୍ ।”
ସଃତ୍ୟା ସୁକ୍
27 ସେ ଇସଃବୁ କଃତା କଃଉତା ବଃଳ୍ ଲକ୍ମଃନାର୍ ବିତ୍ରେ ଗଟେକ୍ ମାୟ୍ଜି ଆଉଲି ଅୟ୍ଲି ଆର୍ କୟ୍ଲି, “ବାୟ୍ଗ୍ ସେ ଗଃର୍ବ୍, ଜୁୟ୍ରି ତକେ ଦଃର୍ଲି, ଆର୍ ସେ ଦୁଦ୍, ଜୁୟ୍ତି ହୁଣି ତୁୟ୍ କାୟ୍ଲିସ୍ ।”
28 ମଃତର୍ ଜିସୁ କୟ୍ଲା, “ନାୟ୍, ଜୁୟ୍ମଃନ୍ ଇସ୍ୱରାର୍ ବଃଚନ୍ ସୁଣ୍ତି ଆର୍ ମାନ୍ତି ସେମଃନାର୍ ବାୟ୍ଗ୍ ।”
ଜିସୁକେ କାବା ଅଃଉତା କାମ୍ କଃରୁକେ କୟ୍ଲାୟ୍
(ମାତି ୧୨:୩୮-୪୨)
29 ଲକ୍ମଃନ୍ ମଃନ୍ଦା ମଃନ୍ଦା ଅୟ୍ ରୁଣ୍ଡ୍ଲାବଃଳ୍, ଜିସୁ କଃଉଁକେ ଦଃର୍ଲା, “ଇ ଅଃବାର୍ ଲକ୍ ଦୁସ୍ଟ୍ । ଇମଃନ୍ ଚିନ୍ ଲଳ୍ତି, ମଃତର୍ ଜୁନସାର୍ ଚିନ୍ ଚାଡି ବିନ୍ କାୟ୍ ଚିନ୍ ସେମଃନ୍କେ ଦିଆ ନୟ୍ ।
30 କାୟ୍ତାକ୍ବଃଲେକ୍ ଜୁନସ୍ ଜଃନ୍କଃରି ନିନିବିର୍ ଲକ୍ମଃନାର୍ ଗିନେ ଚିନ୍ ହର୍ ଅୟ୍ଲା, ନଃରାର୍ ହୟ୍ସି ହେଁ ସେବାନ୍ୟା, ଇ କାଳାର୍ ଲକ୍ମଃନାର୍ ଗିନେ ଚିନ୍ ହର୍ ଅୟ୍ଦ୍ ।
31 ସିବା ଦେସାର୍ ରାଣି ବିଚାରେ ଇ କାଳାର୍ ମାନାୟ୍ମଃନାର୍ ସଃଙ୍ଗ୍ ଉଟି ସେମଃନ୍କେ ଦସି କଃରେଦ୍, କାୟ୍ତାକ୍ବଃଲେକ୍ ସେ ସଲ୍ମନାର୍ ଗ୍ୟାନାର୍ କଃତା ସୁଣୁକ୍ ହୁର୍ତିବି ସଃର୍ଲା କନେହୁଣି ଆସିରିଲି, ଆର୍ ଦଃକା, ଇତି ସଲ୍ମନାର୍ ତଃୟ୍ହୁଣି ବଃଡ୍ କଃତା ଇତି ଆଚେ ।
32 ନିନିବିର୍ ଲକ୍ମଃନାର୍ ବିଚାର୍ କଃର୍ତା ଦିନ୍ ଇ କାଳାର୍ ଲକ୍ମଃନ୍ ସଃଙ୍ଗ୍ ଟିଅୟ୍, ଏମଃନ୍କେ ଦସି କଃର୍ତି, କାୟ୍ତାକ୍ବଃଲେକ୍ ସେମଃନ୍ ଜୁନସାର୍ ପର୍ଚାର୍ ସୁଣି ହାହ୍ ଚାଡିରିଲାୟ୍ । ଆର୍ ଦଃକା, ଜୁନସାର୍ ତଃୟ୍ହୁଣି ବଃଡ୍ କଃତା ଇତି ଆଚେ ।”
ଗଃଗାଳାର୍ ଉଜାଳ୍
(ମାତି ୫:୧୫; ୬:୨୨-୨୩)
33 “କେ ହେଁ କୁପି ଲାଗାୟ୍ ଲୁକାୟ୍କଃରି କି ମାଣ୍ ତଃଳେ ନଃସେଙ୍ଗାୟ୍, ମଃତର୍ ରୁକା ଉହ୍ରେ ସଃଙ୍ଗାୟ୍ଦ୍, ଜଃନ୍କଃରି ଗଃର୍ ବିତ୍ରେ ହୁର୍ତା ଲକ୍ମଃନ୍ ଉଜାଳ୍ ଦଃକୁକ୍ ହାର୍ତି ।
34 ତୁମାର୍ ଆକି ଗଃଗାଳାର୍ କୁପି, ଜଃଡେବଃଳ୍ ତୁମାର୍ ଆକି ନିକ ରଃୟ୍ଦ୍ ସଃଡେବଃଳ୍ ତୁମାର୍ ସଃର୍ନେ ଗଃଗାଳ୍ ହେଁ ଉଜାଳ୍ ଅୟ୍ଦ୍, ମଃତର୍ ଜଃଡେବଃଳ୍ ସେରି ମେଳି ରଃୟ୍ଦ୍, ସଃଡେବଃଳ୍ ଗଃଗାଳ୍ ହେଁ ଅଃନ୍ଦାର୍ ଅୟ୍ଦ୍ ।
35 ତଃବେ ଜଃଗ୍ରାତ୍, ଜଃନ୍କଃରି ତୁମାର୍ ମଃନାର୍ ଉଜାଳ୍ ଅଃନ୍ଦାର୍ ନୟ୍ ।
36 ଇତାକ୍ ତୁମାର୍ ସଃର୍ନେ ଗଃଗାଳ୍ ଜଦି ଉଜାଳ୍ ଅୟ୍ଦ୍ ଆର୍ ସେତିର୍ କୁୟ୍ ବାଗ୍ ହେଁ ଅଃନ୍ଦାର୍ ନଃରେୟ୍, ତଃବେ କୁପି ଜଃନ୍ ଉଜାଳ୍ ଅୟ୍ ତୁମିକେ ଉଜାଳ୍ ଦଃୟ୍ଦ୍ ସେନ୍କଃରି ତୁମାର୍ ସଃର୍ନେ ଗଃଗାଳ୍ ଉଜାଳ୍ ଅୟ୍ଦ୍ ।”
ଜିସୁ ପାରୁସି ଆର୍ ଦଃର୍ମ୍ ଗୁରୁମଃନ୍କେ ଦସି କଃଲା
(ମାତି ୨୩:୧-୩୬; ମାର୍କ ୧୨:୩୮-୪୦)
37 ଜିସୁ କଃତା କଃଉତି ରିଲା ବଃଳ୍, ଗଟେକ୍ ପାରୁସି ତାକ୍ ଅଃହ୍ଣାର୍ ଗଃରେ କାଉଁକେ ଗଃଉଆରି କଃଲା, ଆର୍ ସେ ଗଃରେ ହୁରି କଃରି କାଉଁକେ ବଃସ୍ଲା ।
38 ମଃତର୍ ଜିସୁ କାତା ଆଗ୍ତୁ ଆତ୍ ଦଃୟ୍ ନଃରିଲା, ଇରି ଦଃକି ସେ ପାରୁସି କାବା ଅୟ୍ଲା,
39 ସେତାକ୍ ମାପ୍ରୁ ତାକେ କୟ୍ଲା, “ତୁମି ପାରୁସିମଃନ୍ ସିନା ଗିନା ଆର୍ ତାଳିର୍ ହଃଦା ବାଟ୍ୟା ନିର୍ମୁଳ୍ କଃରାସ୍, ମଃତର୍ ତୁମାର୍ ବିତ୍ରେ ଲଃବ୍ ଆର୍ ଦୁସ୍ଟ୍ କାମ୍ ସଃବୁ ବଃର୍ତି ଆଚେ ।
40 ଏ ନିର୍ବୁଦିଆମଃନ୍, ଜେ ହଃଦା ବାଟ୍ୟା ତିଆର୍ କଃଲା ସେ ହେଁ କାୟ୍ ବିତୁର୍ ବାଟ୍ୟା ତିଆର୍ ନଃକେଲା ?
41 ତୁମିମଃନ୍ ଜାୟ୍ରି ଲଃବ୍କଃରି ଅଃର୍ଜି ଆଚାସ୍ ସେରି ଗଃରିବ୍ ଲକ୍ମଃନ୍କେ ଦାନ୍ କଃରା, ତଃବେ ସଃତ୍ କଃରି ହୁରା କଃରି ନିର୍ମୁଳ୍ ଅଃଉଆସ୍ ।
42 ମଃତର୍ ଚି ! ଡଃଣ୍ଡ୍ ହାଉତାର୍ ଜୟ୍ଗ୍ ପାରୁସିମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ପଦିନା, ଆରୁଦ, ଆର୍ ସଃବୁ ରଃକମାର୍ ସାଗାର୍ ଦଃସ୍ ବାଗେ ହୁଣି ବାଗେକ୍ ଦେଉଁଲାସ୍, ଆର୍ ନ୍ୟାୟ୍ ବିଚାର୍ ଆର୍ ଇସ୍ୱରାର୍ ଲାଡ୍କେ ନଃଦେକୁଲାସ୍, ମଃତର୍ ଇ ସଃର୍ନେ ମାନ୍ତାର୍ ଆର୍ ବିନ୍ ସଃବୁ ଚାଡ୍ତାର୍ ନିକ ନାୟ୍ ।”
43 “ଚି ! ଡଃଣ୍ଡାର୍ ଜୟ୍ଗ୍ ପାରୁସିମଃନ୍ କାୟ୍ତାକ୍ବଃଲେକ୍ ତୁମିମଃନ୍ ପାର୍ତ୍ନା ଗଃରେ ବଃଡ୍ କୁର୍ଚି ଆର୍ ଆଟେ ବଃଜାରେ ଜୁଆର୍ ହାଉଁକ୍ ବଃଲ୍ ହାଉଆସ୍,
44 ଚି ! ତୁମିମଃନ୍ ଡଃଣ୍ଡ୍ ହାଉତା ଜୟ୍ଗ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଲୁକ୍ଲା ମଃସୁଣ୍ କାଲ୍ ହର୍ ତାର୍ ଉହ୍ରେ ଜାତା ଆସ୍ତା ଲକ୍ମଃନ୍ ସେରି ମଃସୁଣ୍ କାଲ୍ ବଃଲି ଜାଣୁ ନଃହାର୍ତି ।”
45 ବିଦି ସିକାଉ ମଃନ୍କାର୍ ବିତ୍ରେ ଗଟ୍ଲକ୍ ତାକ୍ କୟ୍ଲା, “ଏ ଗୁରୁ, ଇରି କୟ୍କଃରି ଅଃମିମଃନ୍କ୍ ହେଁ ଲାଜ୍ କଃରାଉଁଲିସ୍ ।”
46 ଜିସୁ କୟ୍ଲା, “ଚି ! ବିଦି ସିକାଉ ଲକ୍ମଃନ୍ ତ ତୁମିମଃନ୍, ତୁମିମଃନ୍ ହେଁ ଡଃଣ୍ଡାର୍ ଜୟ୍ଗ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଲକ୍ମଃନାର୍ ଉହ୍ରେ ନଃହାର୍ତା ବଜ୍ ଲାଦୁଲାସ୍, ଆର୍ ନିଜେ ଗଟେକ୍ ଆଙ୍ଗଟାୟ୍ ହେଁ ଟେକି ଉହ୍କାର୍ ନଃକେରୁଲାସ୍ ।
47 ଚି ! ତୁମିମଃନ୍ ଡଃଣ୍ଡ୍ ହାଉତା ଜୟ୍ଗ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ବାବ୍ବାଦିମଃନାର୍ ମଃସୁଣ୍ ବାନ୍ଦୁଲାସ୍, ମଃତର୍ ତୁମିମଃନ୍କାର୍ ଦାଦିବାବୁମଃନ୍ ସେମଃନ୍କେ ମାରି ରିଲାୟ୍ ।
48 ବଃଲେକ୍ ତୁମିମଃନାର୍ ଦାଦିବାବୁମଃନାର୍ କାମାର୍ ତୁମିମଃନ୍ ସାକି ଆଚାସ୍ ଆର୍ ସେରି ମାନୁଲାସ୍, କାୟ୍ତାକ୍ବଃଲେକ୍ ସେମଃନ୍ ସିନା ସେମଃନ୍କେ ମାରି ରିଲାୟ୍, ଆରେକ୍ ତୁମିମଃନ୍ ସେମଃନାର୍ ମଃସୁଣ୍ ବାନ୍ଦୁଲାସ୍ ।
49 ସେତାକ୍ ଇସ୍ୱର୍ ହେଁ ଅଃହ୍ଣାର୍ ଗ୍ୟାନେ କୟ୍ଆଚେ ଅଃମି ସେମଃନାର୍ ତଃୟ୍ ବାବ୍ବାଦି ଆର୍ ପେରିତ୍ମଃନ୍କେ ହଃଟାଉଁନ୍ଦ୍ । ସେମଃନାର୍ ବିତ୍ରେ କାକେ କାକେ ମାର୍ତି ଆର୍ କାକେ କାକେ ଆର୍ଲା କଃର୍ତି,
50 ଇ ଜୁଗାର୍ ଲକ୍ମଃନ୍ ହୁର୍ତି ଉବୁଜ୍ଲା ତଃୟ୍ହୁଣି ସଃବୁ ବାବ୍ବାଦିମଃନାର୍ ଅଃତ୍ୟା କଃଲାର୍ ଗିନେ ଡଃଣ୍ଡ୍ ହାଉତି ଜଃନ୍କଃରି ହେବଲାର୍ ବଃନି ବାର୍ଲା ତଃୟ୍ହୁଣି ଜୁୟ୍ ଜିକରିଅର୍ ହୁଜା ବେଦି ଆର୍ ମନ୍ଦିରାର୍ ପବିତ୍ର ଟାଣେ ମାଡ୍ କାୟ୍ ମଃଲାୟ୍, ତାକାର୍ ବାରାୟ୍ଲା ବଃନି ହଃତେକ୍ ଜଃଗତାର୍ ହାହେ ହଃଳ୍ଲି, ଜଃତେକ୍ ବାବ୍ବାଦିମଃନାର୍ ବଃନି ବାରାୟ୍ ଆଚେ,
51 ହେବଲ୍କେ ଅଃତ୍ୟା ତଃୟ୍ ହୁଣି ଆରୁମ୍ କଃରି ଜିକରିଅର୍ ହଃତେକ୍ ଜାକେ କି ପବିତ୍ର ବେଦି ଆର୍ ପବିତ୍ର ଟାଣେ ଅଃତ୍ୟା କଃରାଜାୟ୍ ରିଲି । ହେଁ ମୁୟ୍ଁ ତୁମିମଃନ୍କେ କଃଉଁଲେ ଇ ଜୁଗାର୍ ଲକ୍ମଃନ୍ ସେ ସଃବୁଲକାର୍ ହାୟ୍ଁ ଦଃଣ୍ଡ୍ ହାଉତି ।”
52 “ଚି ! ଡଃଣ୍ଡ୍ ହାଉତା ଜୟ୍ଗ୍, ବିଦି ସିକାଉମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଗ୍ୟାନାର୍ କୁଚିକାଡା ନିଜେ ଚର୍ଲାସ୍, ତୁମିମଃନ୍ ନିଜେ ନଃହୁର୍ଲାସ୍ ଆର୍ ହୁର୍ତା ଲକ୍ମଃନ୍କେ ହୁରୁକ୍ ନଃଦିଲାସ୍ ।”
53 ଆରେକ୍ ସେ ସେତି ହୁଣି ବାରାୟ୍ ଗଃଲା ହଃଚେ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ଅଃନାୟ୍ ଡାରା ଅୟ୍,
54 ଜିସୁର୍ କଃତା ବୁଲ୍ ଦଃରୁକ୍ ହାନ୍ଦା ଅଡି, ତାକ୍ କଃତେକ୍ କଃତା ହଃଚାରୁକେ ଦଃର୍ଲାୟ୍ ।